ଭଦ୍ରକ :-
ବିନ୍ଦୁ ମାଧବ ବାଗୁରଇ ବିଦ୍ୟାଳୟର ବରିଷ୍ଟ ଶିକ୍ଷୟତ୍ରୀ ଶ୍ରୀମତୀ ଶିରୋମଣି ମହାପାତ୍ର ଆଜି ତା ୩୧ /୮/୨୦୨୪ ରିଖ ଚାକିରିରୁ ଅବସର ନେଲେ ,ବିଦ୍ୟାଳୟ ତରଫରୁ ତାଙ୍କପାଇଁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା,ଛାତ୍ର ଛାତ୍ରୀ ,ଶିକ୍ଷକ ଶିକ୍ଷୟତ୍ରୀ , ଶିକ୍ଷା କର୍ମଚାରୀ ,ପରିଚାଳନା କମିଟି ଓ ବ୍ଲକ ଶିକ୍ଷା ଅଧିକାରୀ ଏବଂ ବହୁ ମlନ୍ୟ ଗନ୍ୟ ବ୍ୟକ୍କ୍ତି ବିଶେଷ ଙ୍କ ଉପସ୍ଥିତି ରେ ,ଏ କାର୍ଯକ୍ରମ ସମ୍ପାଦନ ହେଲା ଦିଦିଙ୍କ କାର୍ଯ ଶୈଳୀ ,ଛାତ୍ର ବାତ୍ସଲ୍ୟ ,ଅମlୟିକ ବ୍ୟବହାର ଓ ସମୟାନୁ ବର୍ତିତl ବିଷୟରେ ସମସ୍ତ ବକ୍ତା ନିଜ ନିଜ ବକ୍ତବ୍ୟ ରେ ଉପସ୍ଥାପନ କଲେ, ବିଦ୍ୟାଳୟର ଏକ ଶୋକାକୁଳ ପରି ବେଶ ପରିଲକ୍ଷିତ ହୋଇଥିଲା, ସର୍ବ ଶେଷରେ ଦିଦିଙ୍କ ଦୀର୍ଘ ନିରାମୟ ଜୀବନ କାମନା କରି ,ଦିଦୀଙ୍କୁ ସସମ୍ମାନେ ବିଦାୟ ସମ୍ବର୍ଦ୍ଧନା ଦିଆଗଲା