Type Here to Get Search Results !

ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ

 


 କୋରାପୁଟ :-

କୋରାପୁଟ ଜିଲ୍ଲା ସେମିଲିଗୁଡା  ବ୍ଲକ ପାଖଝଲା ଗ୍ରାମ ପଞ୍ଚାୟତ ଏମ ଦଳାଇଗୁଡ଼ା ପାଲାମ ଡଙ୍ଗର ଆମ୍ବ ତଟାରେ ଜଣ ଯୁବକଙ୍କ  ଆମ୍ଭ ଗଛରେ ଗାମୁଛା ବେକରେ ଲଗାଇ ମୃତ୍ୟ୍ୟ ହାଇଥିବା ଦେଖିବାକୁ ମିଳିଛିI ଯୁବକ ଜଣକ ସେମିଲିଗୁଡା ବ୍ଲକ ର ପରଜା ମୁଠାଇ ପଂଚାୟତ ର ଲେକିଡ଼ି ଗୁଡା ଗ୍ରାମ ର ପ୍ରୋଫୁଲ ହଁତାଳ  ବୟସ (25)ବୋଳି ଜଣାପଡିଛି l ପ୍ରୋଫୁଳଙ୍କ ମୃତ୍ୟୁ କୁ ନେଇ ଗ୍ରାମ ବାସୀ ସେମିଲିଗୁଡା ପୋଲିସ କୁ ଖବର ଦେଇଥିଲ. ଖବର ପାଇ ଥାନା ଅଧିକାରୀ,ସୁନାବେଡା ଉପଖଣ୍ଡ ଅଧିକାରୀ ଖବର ପାଇ ଶ୍ରୀମତୀ ମନୋବ୍ରୋତା ଶତପଥି ଘଟନାସ୍ତୋଳରେ ପହିଛି ତଦନ୍ତ କରିବା ସହ ସାଇଣ୍ଟିଫିକ ଦଳ ଏବଂ ଅନୁସନ୍ଧନୀ କୁକୁର ଯାଇ ଗାଁ ରେ ବୁଲିଥିବା ଦେଖିବାକୁ ମିଳିଛି l ପିଏମ ରିପୋର୍ଟ ପରେ ସତ୍ୟା ସତ୍ୟ ଜଣାପଡିବ ହତ୍ୟା ନା ଆତ୍ମ ହତ୍ୟା ବୋଳି ସୁନାବେଡା ଏସ ଡିପିଓ ସୂଚନା ଦେଇଛନ୍ତିl ଅପର ପକ୍ଷ୍ୟ ରେ ପରିବାର ଲୋକେ ହତ୍ୟା ଅଭିଯୋଗ କରୁଥିବା ଦେଖିବାକୁ ମିଳୁଛିl

Post a Comment

0 Comments
* Please Don't Spam Here. All the Comments are Reviewed by Admin.