Type Here to Get Search Results !

ଗୋପବନ୍ଧୁ ସେବା ସଂଘର ଅଗ୍ନି ବିପନ୍ନଙ୍କୁ ସହାୟତା


ତିହିଡି :-

ଭଦ୍ରକ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ଗୋପବନ୍ଧୁ ସେବା ସଂଘ ଭଦ୍ରକ ଜିଲ୍ଲା ଭଦ୍ରକ ବ୍ଲକ କେଦରପୂର୍ ପଞ୍ଚାୟତ ହରିଶଙ୍କର ପୁର ଗ୍ରାମ ନିବାସୀ ବସନ୍ତ ସେନାପତି ଓ ତାଙ୍କ ପତ୍ନୀ ବହୁ ଦୁଃଖ କଷ୍ଟରେ ଜୀବନ ବିତଉଛନ୍ତି ଏପରିକି ବସନ୍ତ ସେନାପତିଙ୍କ ଆଖିକୁ ମଧ୍ୟ ଦେଖାଯଉନାହିଁ। ସରକାରଙ୍କ ସହାୟତା କିଛି ମିଳୁନାହିଁ। ଏହି ଖବର ଗୋପବନ୍ଧୁ ସେବା ସଂଘ ପାଇବା ପରେ ସହାୟତା ଓ ସମବେଦନା ଜଣାଇବା ପାଇଁ ତାଙ୍କ ପାଖରେ ପହଞ୍ଚି ଥିଲେ ଓ ତାଙ୍କ ପରିବାରଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ, ଘରୋଇ ଉପକରଣ, ବସ୍ତ୍ର ,ସାହାଯ୍ୟ କରିଥିଲେ । ସଂଘର ସଭାପତି ସୋମନାଥ ମହାପାତ୍ର ଓ ସମ୍ପାଦକ ରବୀନ୍ଦ୍ର ପ୍ରଧାନ ତତ ସହିତ ଗୋପବନ୍ଧୁ ସେବା ସଂଗଠନ ର ଅନ୍ୟ କର୍ମକତା ଦୀପକ ପରିଡା, ହେମନ୍ତ ମଲ୍ଲିକ, ବିପିନି ବିଶ୍ୱାଳ, ନିରାକାର ମଲ୍ଲିଇ ମାନସ ସାହୁ ରମସହୁ ପ୍ରମୁଖ ତାଙ୍କ ପାଖରେ ପହଞ୍ଚି ସମବେଦନା ଜଣାଇବା ସହ ସହାୟତା ପ୍ରଦାନ କରିଥିଲେ। ସଂଘ ଥିବା ପ୍ରଯ୍ୟନ୍ତ ପ୍ରତି ମସ ଏହିପରି ସହାୟତା ତାଙ୍କ ପାଖରେ ପହଞ୍ଚାଇବାକୁ ପ୍ରତିଶୁତି ଦେଲେ। ଭଦ୍ରକ ରୁ ମାନସ ରଞ୍ଜନ ସାହୁଙ୍କ ରିପୋର୍ଟ 

Post a Comment

1 Comments
* Please Don't Spam Here. All the Comments are Reviewed by Admin.