Type Here to Get Search Results !

କଂଗ୍ରେସ କର୍ମୀଙ୍କୁ ହତ୍ୟା! ଭୟଙ୍କର ରୂପ ନେଲା ନିର୍ବାଚନ ପରବର୍ତ୍ତୀ ହିଂସା

 




ଞ୍ଜାମ:-

ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଗଞ୍ଜାମ ଧରାକୋଟରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ବଡ଼ଗଡ଼ ଥାନା ଶୁଣ୍ଢିପଲ୍ଲୀ ଗାଁରେ ନିର୍ବାଚନ ପରବର୍ତ୍ତୀ ହିଂସା ସାମ୍ନାକୁ ଆସିଛି । ଗାଁର ମିଟୁ ବିଶୋୟୀଙ୍କୁ ପିଟିପିଟି ହତ୍ୟା ଅଭିଯୋଗ ହୋଇଛି । ମିଟୁଙ୍କ ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ହୋଇଛି । ଘଟଣାସ୍ଥଳରେ ବରଗଡ଼ ଓ ଧରାକୋଟ ପୋଲିସର ତଦନ୍ତ ଚାଲିଛି ।

ମିଟୁ କଂଗ୍ରେସ କର୍ମୀ ହୋଇଥିବା ସୂଚନା ମିଳିଛି ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.