Type Here to Get Search Results !

ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟ ରେ ଖୋଲିଲା ୫ ଟଙ୍କିଆ ଜଳଖିଆ

 


ଝାରସୁଗୁଡ଼ା :-

ଆଜି ଝାରସୁଗୁଡ଼ା ଜିଲ୍ଲା ଚିକିତ୍ସାଳୟ ପରିସର ରେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଓ ମିଶନ ଶକ୍ତି ପକ୍ଷରୁ ୫ ଟଙ୍କିଆ ଜଳଖିଆ କେନ୍ଦ୍ର ଉଦ୍ଘାଟିତ ହୋଇ ଯାଇଛି। ଏଠାରେ ମୁଖ୍ୟ ଅତିଥି ଭାବେ ଝାରସୁଗୁଡ଼ା ଜିଲ୍ଲାପାଳ ଅବୋଲି ସୁନିଲ ନରୱାନେ  ଓ ବିଧାୟିକା ସୁଶ୍ରୀ ଦିପାଳି ଦାସ ଯୋଗଦାନ କରି ଏହି ଆଉଟଲେଟ୍ କୁ ଉଦ୍ଘାଟନ କରିଥିଲେ। ସୁଲଭ ମୂଲ୍ୟରେ ଏହି ସେବା ଦ୍ଵାରା ଜନତା ଏହାର ସୁବିଧା ପାଇ ପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି। ବ୍ୟୁରୋ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.