Type Here to Get Search Results !

WHRPO ଝାରସୁଗୁଡ଼ା ଶାଖା ପକ୍ଷରୁ ସହିଦ ଦିବସ ପାଳିତ

 


ଝାରସୁଗୁଡ଼ା :-

ଝାରସୁଗୁଡ଼ା ଉପକଣ୍ଠ ମେଘଦୂତ ହୋଟେଲ ଠାରେ WHRPO ଝାରସୁଗୁଡ଼ା ଶାଖା ପକ୍ଷରୁ ସହିଦ ଦିବସ ପାଳିତ ହୋଇଯାଇଛି। ଝାରସୁଗୁଡ଼ା ଶାଖା ର ସମ୍ପାଦକ ଶ୍ରୀ ମଦନାନନ୍ଦ ମଲ୍ଲିକ ଏହି ସଭାକୁ ସମ୍ବୋଧିତ କରିଥିଲେ। ସହିଦ ଦିବସ ଅବସରରେ ଦିବଂଗତ ସ୍ବାଧୀନତା ସଂଗ୍ରାମୀ ସହୀଦ ଭଗତ ସିଂହ, ସହୀଦ ରାଜଗୁରୁ ଓ ସହୀଦ ସୁକଦେବ ଙ୍କ ଫଟୋଚିତ୍ର ରେ ପୁଷ୍ପ ଅର୍ପଣ କରି ସମସ୍ତ ସଦସ୍ୟ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହାପରେ ସମସ୍ତ ସଦସ୍ୟ ନିଜ ନିଜ ଅଭିଭାଷଣ ପ୍ରଦାନ କରିଥିଲେ। ବ୍ୟୁରୋ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.