Type Here to Get Search Results !

ଲାଗିବ UPI ପେମେଣ୍ଟ ଉପରେ ଶୁଳ୍କ

 


ନୂଆଦିଲ୍ଲୀ :-

ଆସନ୍ତା ଏପ୍ରିଲ ୧ ତାରିଖରୁ ଲାଗିବ UPI ପେମେଣ୍ଟ ଉପରେ PPI ଚାର୍ଜ । ଏଭଳି ବିଜ୍ଞପ୍ତି ଜାରି କରିଛନ୍ତି ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ (NPCI ) । ଏ ପର୍ଯ୍ୟନ୍ତ ଗୁଗୁଲ ପେ , ଫୋନ ପେ, ତଥା ଅନ୍ୟାନ୍ୟ ୟୁପିଆଇ ପେମେଣ୍ଟ ଉପରେ କୌଣସି ଶୁଳ୍କ ଲଗୁନ ଥିବା ଦ୍ୱାରା ସମସ୍ତ ୟୁପିଆଇ କମ୍ପାନୀ ଗୁଡିକ କ୍ଷତି ସହି ଆସୁଥିବାରୁ ଏହି ଶୁଳ୍କ ଲଗା ଯାଇଥିବା କୁହା ଯାଇଛି । ୨୦୦୦ ଟଙ୍କା କିମ୍ବା ତଦୁର୍ଦ୍ଧ ନେଣଦେଣ ଉପରେ ଏହି ଶୁଳ୍କ ଲାଗିବା ନେହି ଜଣେଇଛନ୍ତି NPCI।

ତେବେ ସାଧାରଣ ଗ୍ରାହକଙ୍କ ଉପରେ ଏହି ଶୁଳ୍କ ଲାଗିବ ନାହିଁ। କେବଳ ବ୍ୟବସାୟିକ ପେମେଣ୍ଟ ଉପରେ ଏହି ଶୁଳ୍କ ଲାଗିବା ନେଇ ଜଣେଇଛନ୍ତି NPCI । ସାଧାରଣତଃ ୨୦୦୦ ଟଙ୍କା ରୁ ଅଧିକ କାରବାର ରେ ୦.୫% ରୁ ୧.୧% ଶୁଳ୍କ ଲଗାଯିବ ପାଇଁ ନୋଟିସ ଦେଇଛନ୍ତି NPCI। ବ୍ୟୁରୋ ରିପୋର୍ଟ 


Post a Comment

0 Comments
* Please Don't Spam Here. All the Comments are Reviewed by Admin.