Type Here to Get Search Results !

ଦୀର୍ଘ ୧୦ ବର୍ଷ ପରେ ବଲାଙ୍ଗିର କନ୍ଧପାଲିପଡାର ୫ ଜଣ ଅଭିଯୁକ୍ତ ଆଜୀବନ କାରାଦଣ୍ଡରେ ଦଣ୍ଡିତ, ସୂଚନା ଦେଲେ ଏସ୍‌ପି

 


ବଲାଙ୍ଗିର :-

ବଲାଙ୍ଗିର ଦୀର୍ଘ ୧୦ ବର୍ଷ ପରେ ବଲାଙ୍ଗିର କନ୍ଧପାଲିପଡାର ୫ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ମାନ୍ୟବର ଅଦାଳତ । ଟାଉନ୍ ଚPS କେସ୍ ନମ୍ବର 217/2013, U / S-302/34 ଆଇପିସିରେ ଏହି ୫ ଜଣ ଅଭିଯୁକ୍ତ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେବା ସହ ୧୦,୦୦୦ ଟଙ୍କା ଲେଖାଏଁ ଜରିମାନା ଦେବେ ବୋଲି ଆଜି ଏସ୍‌ପି ସୂଚନା ଦେଇଛନ୍ତି । ତେବେ ଏହି ଘଟଣାର ତଦନ୍ତ କରୁଥିବା ଏଏସ୍‌ଆଇ ତପସ୍ୱିନୀ ସେଠଙ୍କୁ ଏସ୍‌ପି ନିତିନ କୁଶଲକର ପ୍ରଶଂସା କରିଛନ୍ତି ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.