Type Here to Get Search Results !

ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ବଲାଙ୍ଗୀର ମେଡିକାଲ ପରିଦର୍ଶନ

 


ବଲାଙ୍ଗୀର :- 

ଆଜି ପୂର୍ବାହ୍ନ ୧୧ ଟା ବେଳେ ବଲାଙ୍ଗୀର ଜିଲ୍ଲାପାଳ ଶ୍ରୀଯୁକ୍ତ ଚଞ୍ଚଳ ରାଣା ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ନୀତିନ କୁଶଲକର ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିଦର୍ଶନ କରିଥିଲେ । ମେଡିକାଲ ର କାଯୁଆଲିଟି,ଔଷଧ ବିତରଣ କେନ୍ଦ୍ର,ସର୍ଜରୀ, ପୁରୁଷ ଏବଂ ମହିଳା ଭେଷଜ ବିଭାଗ,ଆଲଟ୍ରା ସାଉଣ୍ଡ ଇତ୍ୟାଦି ବୁଲି ଦେଖିଥିଲେ ।ପରିଦର୍ଶନ ସମୟରେ ତାଙ୍କ ସହ ବଲାଙ୍ଗୀର ସ୍ବାସ୍ଥ୍ୟ ଅଧିକାରୀ,ମେଡିକାଲ ସୂପରିଟେଣ୍ଡେଣ୍ଟ ଏବଂ ସ୍ବାସ୍ଥ୍ୟ ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.