Type Here to Get Search Results !

ବେଦାନ୍ତ ଟାଉନସିପ ରେ ଯୁବତୀଙ୍କ ଆତ୍ମହତ୍ୟା

 


ଝାରସୁଗୁଡ଼ା :-

ଝାରସୁଗୁଡ଼ା ସ୍ଥିତ ବେଦାନ୍ତ ଆଲୁମିନା ଟାଉନସିପ ର ରହୁଥିବା ଜଣେ ଯୁବତୀ ଆଜି ମଧ୍ୟାହ୍ନ ସମୟରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

ଘଟଣା ଅନୁସାରେ, ଯୁବତୀ ଜଣକ ହେଉଛନ୍ତି ଭୁବନେଶ୍ୱର ପାହାଳ ଅଞ୍ଚଳର ଶ୍ରୁତି ସାଗରିକା ସାହୁ, ବୟସ ୨୬ ବର୍ଷ। ବହୁଦିନ ଧରି ସେ ବେଦାନ୍ତ ଆଲୁମିନା ରେ ଫର୍ଟଲାଇନ ରେ କାର୍ଯ୍ୟ କରି ଆସୁଥିଲେ। ଆଜି ମଧ୍ୟାହ୍ନ ସମୟରେ ସେ ବେକରେ ଓଢ଼ଣି ଲଗେଇ ଆତ୍ମହତ୍ୟା କରିଥିଲେ। ତେବେ ବଡ଼ମାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ଆତ୍ମହତ୍ୟ ର କାରଣ ଜଣା ପଡିନଥିବା ସୂଚନା ମିଳିଛି। ବ୍ୟୁରୋ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.