Type Here to Get Search Results !

ଧାରଣାରୁ ଜଣେ ଅଚିହ୍ନା ଯୁବକଙ୍କ ମୃତ ଦେହ ଉଦ୍ଧାର


ଖୋର୍ଦ୍ଧା :- 

ଖୋର୍ଦ୍ଧା ରୋଡ଼ ରେଳ ଡ଼ିଭିଜନ ଅନ୍ତର୍ଗତ କାଳୁପଡା ସେକ୍ସନ ର ନିରାକାରପୁର ଓ ଗୋଲବାଇ ଷ୍ଟେସନ ମଧ୍ୟରେ ଥିବା ରେଳ ଧାରଣା ରୁ ଜଣେ ଅଚିହ୍ନା ଯୁବକଙ୍କ ମୃତ ଦେହ ଉଦ୍ଧାର । ମୃତକ ଜଣଙ୍କ ପରିଚୟ ମିଳି ପାରିନଥିବା ବେଳେ ଯୁବକ ଜଣଙ୍କ ଫୁଲ୍ ପ୍ୟାଣ୍ଟ ସାର୍ଟ ପିନ୍ଧି ଥିବାର ଜଣାପଡିଛି। ଯୁବକଙ୍କ ଆନୁମାନିକ ବୟସ ୩୦ ରୁ ୩୨ ବର୍ଷ ମଧ୍ୟରେ ହେବ। ନିରକାର ପୁର GRP ପୋଲିସ ଏକ UD କେସ ୫/୨୩ ରେ ରୁଜୁକରି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ମେଡିକାଲ କୁ ପଠାଇ ତଦନ୍ତ ଜାରି ରଖିଥିବା ଜଣାପଡିଛି। ଖୋର୍ଦ୍ଧା ରୁ ରାମଚନ୍ଦ୍ର ଜୁଝାରସିଂହ ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.