Type Here to Get Search Results !

ପୁଣି କଂସ ହେବେ ହୃଷିକେଶ

 


ବରଗଡ଼ :-

ସମସ୍ତ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ବିଶ୍ବର ସର୍ବବୃହତ୍ ଖୋଲା ମଞ୍ଚ ବରଗଡ଼ ଧନୁଯାତ୍ରା ର ୭୫ ତମ ବର୍ଷ ରେ ଶ୍ରୀଯୁକ୍ତ ହୃଷିକେଶ ଭୋଇଙ୍କୁ ମନୋନୀତ କରାଯାଇଛି । ୪୧ ଜଣ କଳାକାରଙ୍କୁ ପଛରେ ପକାଇ ସେ ଚୟନ ହୋଇଛନ୍ତି ।କଳାକାର ଚୟନ କମିଟିର ଅଧ୍ୟକ୍ଷ ତଥା ବରଗଡ଼ ଉପଜିଲ୍ଲାପାଳ ଏହା ଘୋଷଣା କରିଛନ୍ତି । ସୂଚନା ଯୋଗ୍ୟ ଯେ ଶ୍ରୀ ଭୋଇ ନଅଥର କଂଶ ଭୂମିକା ରେ ଅଭିନୟ କରି ସାରିଛନ୍ତି

Post a Comment

0 Comments
* Please Don't Spam Here. All the Comments are Reviewed by Admin.