ସୁବର୍ଣ୍ଣପୁର :-
ସୁବର୍ଣ୍ଣପୁର ଜିଲ୍ଲା ର ବୀରମହାରାଜପୁର ବ୍ଲକ ରେ ଆଜି ପଶ୍ଚିମ ଓଡ଼ିଶାକୁ କୋଶଳ ରାଜ୍ୟ ଦାବିରେ ବାର ଘଣ୍ଟା ବନ୍ଦ କରିବାକୁ ନିଷ୍ପତ୍ତି ନେଇ ପ୍ରତ୍ୟେକ ସରକାରୀ ଖଯ୍ୟାଳୟ, ବିଦ୍ୟାଳୟ ଦୁକାନ ବଜାର ସମସ୍ତେ ସମର୍ଥନ କରୁଥିବା ଜଣାପଡିଛି ପୁର୍ଣ୍ଣ ମାତ୍ରା ରେ ଏହି ବନ୍ଦ ଡାକରା କୁ ସମସ୍ତ କାର୍ଯ୍ୟାଳୟ,ଦୁକାନ ବଜାର ବ୍ୟବସାୟି ଶାନ୍ତି ସୃଙ୍ଖଳା ର ସହିତ ବନ୍ଦ ଡାକରା କୁ ସହଯୋଗ କରିଥିବାର ଦେଖିବାକୁ ମିଳିଛି ।କୋଶଳ ରାଜ୍ୟ ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଆଗାମି ଦିନରେ ଆହୁରି ତିବ୍ରତର ହେବ ବୋଲି ଆହ୍ୱାନ ଦେଇଛନ୍ତି ।
ସୁବର୍ଣ୍ଣପୁର ଜିଲ୍ଲାରୁ ସୁରେଶ କଲତା ଙ୍କ ରିପୋର୍ଟ