ଭଦ୍ରକ :-
ଆଜି ବଡ ଦୁଖଦଃ ଖବର ଭଦ୍ରକ ଜିଲ୍ଲାର ବରିଷ୍ଠ ବିଜେଡି ନେତା ସମାଜ ସେବି ଶ୍ରୀଯୁକ୍ତ ବସନ୍ତ କୁମାର ନାୟକ ଙ୍କ ପରଲୋକ ହୋଇଯାଇଛି।ତାଙ୍କ ମୃତ୍ୟୁ ରେ ପାଳିଆବିନ୍ଧା ତଥା ଭଦ୍ରକ ଜିଲ୍ଲା ପାଇଁ ଅପୂରଣୀୟ କ୍ଷତି ଘଟିଛି।
ଶରୀର ଅସୁସ୍ଥତା ହେତୁ ତାଙ୍କୁ ଭୁବନେଶ୍ୱର ସ୍ଥିତି କେୟାର ହସ୍ପିଟାଲ ର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ 76 ବର୍ଷ ହୋଇଥିଲା। ହସ୍ପିଟାଲ ରେ ଉପସ୍ଥିତ ଥିଲେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ, ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଡାକ୍ତର ସଞ୍ଜୟ କୁମାର ଦାସ ଉପସ୍ଥିତ ଥିଲେ। ଭଦ୍ରକ ରୁ ଶୁଭ୍ରଜିତ ପାଲ ଙ୍କ ରିପୋର୍ଟ