ତେଲକୋଇ :-
କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ବିମଳା ପଞ୍ଚାୟତ ହାଟ ପଡ଼ିଆ ପରିସରରେ ଆଜି ଅପରାହ୍ନରେ ଓ, ଟି, ଇ, ଏଲ, ପି, ପ୍ଳସ ଡିପାର୍ଟମେଣ୍ଟ ର ଦକ୍ଷତା ବୃଦ୍ଧି ପ୍ରୋଗ୍ରାମ ଅଫିସର୍ ଶ୍ରୀ ଦେବକ୍ ରଞ୍ଜନ ସାହୁ ଙ୍କ ଅଧ୍ୟକ୍ଷତାରେ ଜବ କାର୍ଡ ମାଧ୍ୟମରେ ପାଉଥିବା କର୍ମ ନିଯୁକ୍ତି ଯୋଜନା ବିଷୟ ରେ ଆଲୋଚନା ହୋଇଯ।ଇଛି।
ତେଲକୋଇ ଏ,ପି, ଓ ,ଅନଜନ। ନାୟକ ଙ୍କ ଅ ଧିନରେ ବିମଳା ଗ୍ରାମର ୯୮ ଜଣ ମେମ୍ବର ଦରଖାସ୍ତ ଦାଖଲ କରିଥିଲେ।ଓ,ଟି, ଇ, ଏଲ,ପି, ପ୍ଲସ ର କର୍ମ କର୍ତ୍ତା ହୃଷୀକେଶ ସାର୍ ଯୋଗ ଦେଇ ଜବ କାର୍ଡ ଧାରୀ ଏନ୍, ଆର୍ ,ଜି, ଏସ କାମ କରି ଆର୍ଥିକ ସ୍ୱ ଛଲ କେମିତି ହୋଇପାରିବେ ସବିଶେଷ ତାଲିମ୍ ପ୍ରଦାନ କରି ଥିଲେ।ଓ,ଟି, ଇ,ଏଲ, ପି,ପ୍ଲସ ର ଦକ୍ଷତା ବୃଦ୍ଧି ପ୍ରୋଗ୍ରାମ ଅଫିସର୍ ଶ୍ରୀ ଦେବକ ରଞ୍ଜନ ସାହୁ ଓ ଏ,ପି, ଓ ଅ ନଜନ। ନାୟକ , ଆୟୋଜନ କରିଥିବା ବେଳେ ବିମଳା ଗ୍ରାମର ଶ୍ରୀ ସିତୁକଣ୍ଠ ପାତ୍ର ଏବଂ ଶୁକଦେବ ନାୟକ ,ଶୈଳ ନାୟକ ପରିଚାଳନା କରିଥିଲେ।ଶେଷରେ ହୃଷୀକେଶ ସାର୍ ଧନ୍ୟବାଦ୍ ଅର୍ପଣ କରି ସଭଭାଙ୍ଗ କରିଥିଲେ। ତେଲକୋଇ ରୁ ତ୍ରିଲୋଚନ ପାତ୍ରଙ୍କ ରିପୋର୍ଟ

