ସୁବର୍ଣ୍ଣପୁର :-
ସୁବର୍ଣ୍ଣପୁର ଜିଲ୍ଲାର ଆମ ଆଦମୀ ପାର୍ଟି ର ଜିଲ୍ଲା ସଭାପତି ସୁରେଶ କଲତା ଏବଂ ତାଙ୍କ ଧର୍ମପତ୍ନୀ ରିଙ୍କି କଲତା ଗତ କାଲି ସଂଗ୍ରାମୀ ସହିଦ୍ ଭଗତ ସିଂହ ଙ୍କ ଜନ୍ମ ଜୟନ୍ତି ଉପଲକ୍ଷେ ରକ୍ତ ଭଣ୍ଡାର କୁ ଯାଇ ରକ୍ତଦାନ କରି ବହୁତ ଖୁସି ଅନୂଭବ କରିଛୁ ବାର ଦେଖିବାକୁ ମିଳିଛି । ଭଗତ ସିଂହ ଙ୍କ ଜୟନ୍ତୀ ଉପଲକ୍ଷେ ରାଜ୍ୟର ବିଭିନ୍ନ ସ୍ଥାନରେ ଆମ୍ ଆଦମୀ ପାର୍ଟି କାର୍ଯ୍ୟକର୍ତ୍ତା ରକ୍ତଦାନ କରିଥିବା ଦେଖିବାକୁ ମିଳିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ସଭାପତି ଓ ତାଙ୍କ ଧର୍ମପତ୍ନୀ ଙ୍କ ରକ୍ତଦାନ ସଭିଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି। ବ୍ୟୁରୋ ରିପୋର୍ଟ

