Type Here to Get Search Results !

ପରିବେଶ ରକ୍ଷା ରେ ଦୁଇ ବନ୍ଧୁ

 


ବରଗଡ଼ :-

ବୃକ୍ଷ ହିଁ ଜୀବନ‌ , ପରିବେଶ ବଞ୍ଚିଲେ‌ ଆମେ‌ ବଞ୍ଚିବା‌ ଏହି‌ ମହାମନ୍ତ୍ରକୁ‌ ସାକାର୍‌ କରିବା‌ ପାଇଁଁ ତଥା‌ ପରିବେଶ ପ୍ରଦୂଷଣରୁ‌ ରକ୍ଷା ପାଇବା ପାଇଁ ପାଣିପାଗ ଜଳବାୟୁ ସନ୍ତୁଳନ‌ ଲାଗି‌ ବୃକ୍ଷରୋପଣ ଅତ୍ୟନ୍ତ ଜରୁରୀ ‌ ।ଦୁଇଜଣ ବନ୍ଧୁ ଆପ୍ରାଣ ଉଦ୍ୟମ କରି ବୃକ୍ଷରୋପଣ‌ କାର୍ଯ୍ୟକ୍ରମରେ‌ ଅଣ୍ଟା‌ ଭିଡିଛନ୍ତି ‌ । ବରଗଡ଼ ଜିଲ୍ଲା ଘନାମାଲ୍‌ ଗ୍ରାମର‌ ଦୁଇ ପ୍ରକୃତି ବନ୍ଧୁ ଅନନ୍ତ କୁମାର ମେହେର ଓ‌ ଗୋବିନ୍ଦ ମେହେର୍‌ ଗାଇସିଲେଟ ବ୍ଲକ‌ ଗନିଁଆପାଲି ଓ ଜାମୁଟପାଲି‌ ବ୍ରିଜର‌ ଉଭୟ‌ ପାର୍ଶ୍ଵରେ‌ ରାସ୍ତାକଡ଼ରେ ୮୦ରୁ‌ ଉର୍ଦ୍ଧ ନିମ୍ବ ଗଛ‌ କ‌ଉଗଛ‌ ଇତ୍ୟାଦି ଚାରା ରୋପଣ କରି‌ ତାର‌ ଯତ୍ନ ନେଉଛନ୍ତି ‌ । ତାଙ୍କର ଏହି କାମ‌ ଲୋକଙ୍କୁ କିଛି‌ ପରିବେଶ୍‌ ସୁରକ୍ଷା ଲାଗି ପ୍ରେରଣା ଦେବ‌ ବୋଲି ଆଶା ‌ । ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.