Type Here to Get Search Results !

ଭାରତୀୟ ମହିଲା ଶକ୍ତି ଟ୍ରଷ୍ଟ ବାର୍ଷିକ ଉତ୍ସବ ପାଳନ


ପଦ୍ମପୁର :-

ଭାରତୀୟ ମହିଳା ଶକ୍ତି ଟ୍ରଷ୍ଟ ବାର୍ଷିକ ଉତ୍ସବ ପଦ୍ମପୁର ସ୍ଥିତ ଓଡିଶା ରାଜ୍ଯ କାର୍ଯ୍ଯାଳୟ ଠାରେ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ଏହି ବାର୍ଷିକ ଉତ୍ସବରେ ଓଡିଶା ରାଜ୍ୟ ସଂଯୋଜିକା ଶ୍ରୀମତୀ ସରସ୍ଵତୀ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମହିଲାଙ୍କ ଉତ୍ଥାନ ପାଇଁ ସମର୍ପିତ ସଂସ୍ଥା,ଯାହାକି ଗ୍ରାମାଞ୍ଚଳରେ ଥିବା ମା,ଭଉଣୀ ମାନଙ୍କୁ ନୀଶୁଳ୍କ ସେବା ରୋଜଗାର ଦେଇ ଆତ୍ମ ନିର୍ଭର କରିବାର ଲକ୍ଷ ନେଇ ଆଗେଇ ଚାଳିଛି ବୋଲି ରାଜ୍ଯ ସଂଯୋଜିକା ଶ୍ରୀମତୀ ସାହୁ ବକ୍ତବ୍ଯ ପ୍ରଦାନ କରିଥିଲେ । ଏଥିରେ ବରଗଡ ଜିଲ୍ଲା ସଂଯୋଜକ ଅଶୋକ ସାହୁ,ସହ ସଂଯୋଜକ ସୁବ୍ରତ ସାହୁ,ଲେଖାକାର ହେମନ୍ତ ପରୁଆ,ଅଫିସ ଇନଚାର୍ଜ ସଂଜୀବ ସାହୁ,ବ୍ଲକ ସଂଯୋଜକ ସୁକାନ୍ତ ସାହୁ,ଦୀନବନ୍ଧୁ ଦେହେରି,ପିଙ୍କି ସାହୁ, ଆଲୋକ କଥାର,ଏନଏସି ସଂଯୋଜକ ପ୍ରମୋଦ ମେହେର ଏବଂ ସମସ୍ତ ପଞ୍ଚାୟତ ର ସଂଯୋଜକ ଏବଂ ସଂଯୋଜିକା ଙ୍କ ସହ ଅନ୍ୟ ମାନେ ଉପସ୍ଥିତି ଥିଲେ । ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.