Type Here to Get Search Results !

ଟ୍ରକ୍ ଧକାରେ ଚାଲିଗଲା ଜୀବନ


ଖୋର୍ଦ୍ଧା :-

ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ୍ ଖାଇରାତ ପୁର ଗ୍ରାମ ର ଦୀପକ କୁମାର ପ୍ରଧାନଙ୍କର ମାଲ୍ ବାହି ଟ୍ରକ୍ ଧକା ରେ ଚାଲିଗଲା ଜୀବନ । ଦୀପକ ନିଜ କାର୍ଯ୍ଯ ରେ ଏକ ସାଇକେଲ ରେ ଯାଉଥିବା ସମୟରେ ଟ୍ରକ୍ ଟି ଆସି ଆଗରୁ ଧକା ଦେଇଥିଲା ଯାହାଫଳରେ ଦୀପକ କୁମାର ପ୍ରଧାନଙ୍କର ମୃତ୍ୟୁ ଘଟିଥିଲା ।ଧକ୍କା ଦେବା ପରେ ଟ୍ରକ୍ ଟି ସେହି ଠାରେ ଅଟକି ଯାଇଥିଲା । ଟ୍ରକ୍ ରେ ଥିବା ଡ୍ରାଇଭର ଟି ଫେରାର ହୋଇ ଯାଇଥିଲା ଏବଂ ସେଠାରେ ଆସି ଉପସ୍ଥିତ ହୋଇଥିବା ଲୋକମାନେ ଉତ୍ୟକ୍ତ ଭାବରେ ଟ୍ରକ୍ ରେ ନିଆଁ ଲଗାଇ ଦେଈ ଥିଲେ ଯାହାଫଳରେ ଟ୍ରକ୍ ଟି ଜଳିବାକୁ ଲାଗିଥିଲା।

ପୁରୀ ଜିଲ୍ଲା ରୁ ସ୍ବପ୍ନା ମଲ୍ଲିକ ଙ୍କ ରିପୋର୍ଟ୍ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.