ବଲାଙ୍ଗିର :-
ବଲାଙ୍ଗିର ଜିଲା ର ଦେଓଗାଁ ରେଞ୍ଜ କୁଡାସିଂହା ସେକ୍ସନ୍ ର ପ୍ରତାପପୁର ଗ୍ରାମରେ ବନବିଭାଗ କର୍ମଚାରୀ ଦୁଇଗୋଟି କୁଟୁରା ଉଦ୍ଧାର କରିଛନ୍ତି | କୁଡାସିଂହା ଫରେଷ୍ଟର ଅଶୋକ କୁମାର ନାୟକ ଓ ଫରେଷ୍ଟଗାର୍ଡ ପ୍ରଜ୍ଞା ପ୍ରିୟଦର୍ଶିନୀ ମହାରଣା କୁଟୁରା ଉଦ୍ଧାର ପରେ ସ୍ତାନୀୟ ଭି ଏ ଏସ୍ ପାଖରେ ତାଁକର୍ ସ୍ୱାସ୍ଥ୍ୟ ପରିକ୍ଷଣ କରାଯାଇଛି | ସବୁଜ ସଂଗ୍ରାମି ମାନଙ୍କର ଏହି କାର୍ଯ୍ୟ କୁ ପ୍ରସଂସା କରାଯାଇଛି ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍