ପୁରୀ :–
ପୁରୀ ଜିଲ୍ଲା ବ୍ଲହ୍ମଗିରି ବ୍ଲକ ଅନ୍ତର୍ଗତ ବେଣ୍ଟପୁର ଗ୍ରାମ ର ଅମୁହାଁ ଦେଉଳ ପରିସରରେ ଅନୁଷ୍ଠିତ ହୋଇଯାଇଛି ଶ୍ରାବଣ ମହୋତ୍ସବ। ଯେଉଁ ଥିରେ ଅମୁହାଁ ଦେଉଳ ରେ ପୂଜା ପାଉଥିବା ବାବା ଗ୍ରାମେଶ୍ଵର ଦେବଙ୍କ ପାଖରେ ସକାଳ ର ନିତିକାନ୍ତି ସହିତ ରୁଦ୍ରା ଅଭିଷେକ ଅନୁଷ୍ଠିତ ହୋଇଯାଇଥିଲା ଜାହାକୁ ଦେଖିବାକୁ ଭକ୍ତଙ୍କ ଶୁଅ ଛୁଟିଥିଲା। ଅପରପକ୍ଷରେ ଗ୍ରାମ ର ସତାଧିକ ଭକ୍ତଙ୍କ ସହିତ ଆଖ ପାଖ ଅଞ୍ଚଳରୁ ଭକ୍ତଙ୍କ ସମାଗମ ପରିଲିକ୍ଷିତ ହୋଇଥିଲା। ଏବଂ ସନ୍ଧ୍ୟା ସମୟର ନିତି କାନ୍ତି ପରେ ଆରମ୍ଭ ହୋଇଥିଲା ପ୍ରବଚନ। ଯାହାକୁ ଶୁଣିବାକୁ ସତାଧିକ ଶ୍ରଦ୍ଧାଳୁମାନେ ଏକଯୁଟ ହୋଇଥିବା ଦେଖିବାକୁ ମିଳିଥିଲା।
ପୁରୀ ରୁ ପ୍ରଦୀପ ନାୟକ ଙ୍କ ରିପୋର୍ଟ

