Type Here to Get Search Results !

ଉଦ୍ଧାର ହେଲା ନଦୀରେ ଭାସି ଯାଇଥିବା ବୃଦ୍ଧ ଙ୍କ ମୃତ ଦେହ

 


 ଚାନ୍ଦବାଲି :-

ନଦୀ ରେ ଭାସିଯାଇ ନିଖୋଜ ଥିବା ବୃଦ୍ଧ ଙ୍କ ମୃତଦେହ ଉଦ୍ଧାର । ଗତକାଲି ବୈତରଣୀ ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ନଦୀ ରେ ଭାସି ଯାଇ ନିଖୋଜ ହୋଇଥିବା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମୁଆଁ ଗାଁ ର ଘନଶ୍ୟାମ ଦାସ ନାମକ ବୃଦ୍ଧ ଙ୍କ ମୃତ ଦେହ ଆଜି ଚାନ୍ଦବାଲି ଅଞ୍ଚଳର ହରିପୁର ନିକଟରୁ ଉଦ୍ଧାର କରାଯାଇଛି । ତେବେ ବୃଦ୍ଧ ଜଣକ ଶୌଚ ହେବାକୁ ଯାଇଥିବା ବେଳେ ଗତକାଲି ବନ୍ୟା ଜଳ ରେ ଭାସି ଯାଇଥିଲେ । ଚାନ୍ଦବାଲି ରୁ ସାଗର ରାଉଳ ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.