ଝାରସୁଗୁଡ଼ା :-
ଝାରସୁଗୁଡ଼ା ଜିଲ୍ଲା ର ଫଟୋଗ୍ରାଫର ଆସୋସିଏସନ ର ସମ୍ପାଦକ ତଥା ସମିଜ ସେବି ,ବେଷ୍ଟ ଫଟୋଗ୍ରାଫର ଭାବରେ ପରିଚିତ ସ୍ୱର୍ଗତ ରାହାସ ବିହାରୀ ନାଏକ ଙ୍କ ଗତ ଶୁକ୍ରବାର ଦିନ ସୁନ୍ଦରଗଡ ଏନଟିପିସି ହସପିଟାଲରେ କୋରୋନା ରେ ମୃତ୍ୟୁ ହୋଇଛି ।ଜିଲ୍ଲାର ସମସ୍ତ ଫଟୋଗ୍ରାଫର ତାଙ୍କ ଅମର ଆତ୍ମାର ସତଗତି ପାଇଁ ଅଶୃଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।ସ୍ୱର୍ଗତ ନାଏକ ଏଚ୍ କଟାପାଲିଠାରେ କୋଭିଡ଼ ରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ଶବ ଦାହ କରିବା ପାଇଁ ଥିବା ମଶାଣି ରେ ନିଜେ ଉପସ୍ଥିତ ରହି ଶବ ଦାହ କରିବା ରେ ସାହାଯ୍ୟ କରୁଥିଲେ ।ଏଥିପାଇଁ ବିଭିନ୍ନ ଅନୁଷ୍ଠାନ ରୁ ସମ୍ମାନିତ କରାଯାଇଥିଲା ।କିନ୍ତୁ ଆଜି ସେ ମଧ୍ୟ କୋରୋନା ରେ ଆରପାରିକୁ ଚାଲିଗଲେ ।
ଝାରସୁଗୁଡ଼ା ରୁ ସୁରେଶ୍ କଲତା ଙ୍କ ରିପୋର୍ଟ