ଭୁବନେଶ୍ୱର :-
ଦିନକୁ ଦିନ କୋରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟି ରେ ରଖି ଆଜି ଭାରତୀୟ ନିର୍ବାଚନ କମିଶନ ଏକ ଗୁରୁତ୍ୱପର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ପୁରୀ ଜିଲ୍ଲାର ପିପିଲି ଉପ ନିର୍ବାଚନ କୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ। ଆଜି ପତ୍ର ମାଧ୍ୟମରେ ଏ ନେଇ ସୂଚନା ଦେଇଛନ୍ତି ନିର୍ବାଚନ କମିଶନର ପୱନ୍ ଦିୱାନ୍।