ଡେଲାଙ୍ଗ :-
ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସମ୍ଭବ୍ୟ ବାତ୍ୟା ୟସ ମୁକାବାଲା ପାଇଁ ସମସ୍ତ ଜିଲ୍ଲା ପାଳଙ୍କୁ ସରକାଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି ସମ୍ପୂର୍ଣ ଭାବେ ସମ୍ଭବ୍ୟ ବାତ୍ୟା ୟସ ପାଇଁ ପ୍ରସ୍ତୁତି ରହିବା ପାଇଁ ।ଡେଲାଙ୍ଗ ବ୍ଲକ ସମସ୍ତ ପ୍ରଶାସନିକ ଅଧିକାରି ମାନେ ସଜାଗ ରହିଥିବା ବେଳେ । ଅଗ୍ନିସମ ବିଭାଗ ସମ୍ପୁର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି ର ୪ ଟି କଟର, ୨ ଟି ଲାଇଟ, ମହଜୁଦ୍ ଥିବାବେଳେ ୧୨ ଜଣ କର୍ମଚାରି ଙ୍କୁ ନେଇ ୪ଟି ଟିମ୍ ଗଠନ କରାଯିବ। ପ୍ରତେକ ଟିମ୍ ରେ ୩ ଜଣ ଲେଖାଏଁ ଅଫିସର ରହିବା ସହ ୨୪ ଘଣ୍ଟିଆ କଣ୍ଟୋଲ୍ ରୁମ୍ ରହିବ । ଆବଶ୍ୟକ ପଡିଲେ ଆହୁରି କର୍ମଚାରୀ ମଗାଜିବ ବୋଲି ଅଗ୍ନି ସମ ବିଭାଗର ଅଫିସର ଚ଼ନ୍ଦ୍ର ଶେଖର ଜେନା ସୂଚନା ଦେଇଛନ୍ତି ।
ପୁରୀ ଡେଲାଙ୍ଗ ରୁ ପ୍ରଦୀପ କୁମାର ନାୟକ ଙ୍କ ରିପୋର୍ଟ