Type Here to Get Search Results !

ଅଲେଖ ମହିମା ଆଶ୍ରମରେ ବିଶ୍ଵଶାନ୍ତି ମହାଯଜ୍ଞ



ତିନୋଟି ଜିଲ୍ଲାର ସୀମା ତ୍ରିଶୀମା ବିମଳା ପେଟରା ଘାଟି ଅଲେଖ ମହିମା ଆଶ୍ରମ ରେ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଛି।ପଡୋଶୀ କେନ୍ଦୁଝର,ଅନୁଗୋଳ,ଓ ଢେ ଙ୍କା ନାଲ ଜିଲ୍ଲାର ଭକ୍ତ ମାନେ ଉପସ୍ଥିତ ରହି ମହାଯଜ୍ଞ ମହା ଆଡମ୍ବର ସହିତ ପାଳନ କରିଥିଲେ।ବିଭିନ୍ନ ଗ୍ରାମ ର ସଙ୍କୀର୍ତ୍ତନ ମଣ୍ଡଳୀ ନିଜର ଆଖଡ଼ା ପ୍ରଦର୍ଶନ କରିଥିଲେ।ଆଶ୍ରମର ମୁଖ୍ୟ ବାବା ଶ୍ରୀ ଶ୍ରୀ ଶ୍ରୀମଦ୍ ଅଭିଁ ନାଶି ବାବା ଙ୍କ ତତ୍ୱାବ ଧାନରେ ପରିଚାଳିତ ହେଉଥିଲା।ଉକ୍ତ ଆଶ୍ରମ ରେ ଶ୍ରୀ ବିମ୍ବାଧର ସିଂ ସଭାପତି ଓ ଶ୍ରୀ ଗୋଲକ ବିହାରୀ ସିଂ ସମ୍ପାଦକ ଭାବେ ଦାୟିତ୍ଵ ପାଳନ କରିଥିଲେ।ଭକ୍ତ ଏବଂ ବାବା ମାନଙ୍କ ଉପସ୍ଥିତିରେ ଆଶ୍ରମ ଟି ଆନନ୍ଦ ଉଲ୍ଲାସ ପରିବେଶ ତିଆରି କରିଥିଲା। ତେଲକୋଇ ରୁ ତ୍ରୀଲୋଚନ ପାତ୍ର ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.