Type Here to Get Search Results !

ଭିଜିଲାନ୍ସ ଜାଲରେ କୃଷି ବିଭାଗ ଲ୍ୟାବ ଆସିଷ୍ଟାଣ୍ଟ



ଝାରସୁଗୁଡା :-

ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ ଛନ୍ଦି ହୋଇଛନ୍ତି। ବାବୁ ଜଣକ ହେଲେ  କୃଷି ବିଭାଗ ଲାଵ ଆସିଷ୍ଟାଣ୍ଟ ଗଣେଶ କଲସେର। ।ଜୈନିକ ବ୍ୟକ୍ତି ଠାରୁ ଚାକିରୀ ପୁନଃ ନିଯୁକ୍ତି ପାଇଁ ୫୦ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡି ବସିଲା ଭିଜିଲାନ୍ସ।ଝାରସୁଗୁଡା କୃଷି ବିଭାଗ ମୃତ୍ତିକା ପରୀକ୍ଷାଗାର ର ଲାଵ ଆସିଷ୍ଟାଣ୍ଟ ଗଣେଶ କଲସେର ଙ୍କୁ ଭିଜିଲାନ୍ସ ନିଜ କଷ୍ଟିଡିକୁ ନେଇଥିବା ସୂଚନା ରହିଛି ।ଚାକିରୀ ହରାଇଥିବା ଜଣେ ବ୍ୟକ୍ତିଙ୍କୁ ପୁନଃ ନିଯୁକ୍ତି ପାଇଁ  ଲାଞ୍ଚ ନେଉଥିଲେ ସରକାରୀ ବାବୁ। ବ୍ୟୁରୋ ରିପୋର୍ଟ


Post a Comment

0 Comments
* Please Don't Spam Here. All the Comments are Reviewed by Admin.