Type Here to Get Search Results !

ଚା ଦୋକାନକୁ ମାଡ଼ିଗଲା ଟ୍ରକ୍‌: ଦୋକାନୀ ମୃତ, ୪ ଆହତ, ଜଣେ ଗୁରୁତର

 



ରାକୋଟ:-

ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅଧୀନ ବାହାଡ଼ାଗୁଡ଼ା ଗ୍ରାମ ଛକରେ ଆଜି ସକାଳ ୬ଟାରେ ଏକ ଟ୍ରକ୍ ଭାରସାମ୍ୟ ହରାଇ ଚା ଦୋକାନ ଉପରକୁ ମାଡ଼ିଯିବାରୁ ଦୋକାନୀ ପ୍ରାଣ ହରାଇଛନ୍ତି। ୪ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଅଛନ୍ତି।

ସୂଚନା ଅନୁସାରେ, ବାହାଡ଼ାଗୁଡ଼ା ଗ୍ରାମର ମହେନ୍ଦ୍ର ବିଷୋୟୀ (୪୮)ଙ୍କ ଚା' ଦୋକାନ ନିକଟ ମଣ୍ଡପରେ କିଛି ଗ୍ରାହକ ବସିଥିଲେ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.