Type Here to Get Search Results !

ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ କାଳନ୍ଦି ସାମଲ

 


ତାଳଚେର:-

ଓଡ଼ିଶା ର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଭୁବନେଶ୍ୱର ରାଜ୍ୟ ଅତିଥି ଭବନ ରେ ଭେଟି ଛନ୍ତି ବରିଷ୍ଠ ବିଜେପି ନେତା ଏନ ଏସ ଆଇ ସି ର ଡ଼ାଇରେକ୍ଟର ତଥା ତାଳଚେର ର ବିଶ୍ୱସ୍ତ ସେବକ କାଳନ୍ଦି ସାମଲ।ଦିରଏକ ଘଣ୍ଟା ଧରି ଆଲୋଚନା କରିଥିଲେ ଶ୍ରୀ ସାମଲ।ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା।ଏ ଅବସରରେ ଶ୍ରୀ ସାମଲ ସ୍ୱରଚିତ ଉପନ୍ୟାସ ଜାଆଁଳା ତୋଟା ଓ ସାଇତା ଲିମ୍ବ ପୁସ୍ତିକା ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଦାନ କରିଥିଲେ।ଏହି ସାକ୍ଷାତ ସମୟରେ ବିଜେପି ଅନୁଗୁଳ ଜୋନାଲ ମିଡିଆସେଲ ସଂଯୋଜକ ପର୍ଶୁରାମ ବାରିକ, ବିସ୍ତାରକ ଭକ୍ତ ବତ୍ସଳ ବସ୍ତିଆ, ଜିଲ୍ଲା ସମ୍ପାଦକ ସୋମନାଥ ରାଉତ ଓ ପ୍ରଶାନ୍ତ ନନ୍ଦ ଯୁବମୋର୍ଚା ଜିଲ୍ଲା ସାଧାରଣ ସମ୍ପାଦକ ସୁନିଲ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.