Type Here to Get Search Results !

ସୋର ଓଲଦପୁର ଗାଁରୁ ଅଚିହ୍ନା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

 



ସୋର:-

ଅଚିହ୍ନା ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିବା ସୂଚନା । ସିମୁଳିଆ ଥାନା ଅନ୍ତର୍ଗତ ଅଡ଼ା ପଞ୍ଚାୟତ ଓଲଦପୁର ଗ୍ରାମରେ ଥିବା ଏକ ଗ୍ରାମ୍ୟ ଜଙ୍ଗଲରେ ଥିବା ଏକ କଦମ୍ୱ ଗଛରେ ଜଣେ ଯୁବକ ବେକରେ ରସି ଲଗାଇଥିବା ଜଣାପଡ଼ିଛି । ଶୁକ୍ରବାର ଯୁବକଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ଗ୍ରାମବାସୀମାନେ ସିମୁଳିଆ ପୋଲିସକୁ ଖବର ଦେଇଥିଲେ ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.