ଭୁବନେଶ୍ୱର:-
ନବୀନ ନିବାସରେ ଜାରି ରହିଛି ନବୀନଙ୍କ ବୈଠକ । ବୁଧବାର ବିଜୟୀ ପ୍ରାର୍ଥୀଙ୍କ ସହ ବୈଠକ କରିଥିଲେ । ଗୁରୁବାର ପରାଜିତ ପ୍ରାର୍ଥୀଙ୍କୁ ଡାକି ୩ ଘଣ୍ଟା କାଳ ଆଲୋଚନା କରିଛନ୍ତି । ଜଣ ଜଣ କରି ସଭିଙ୍କ ସହ କଥା ହୋଇଛନ୍ତି । ଅନେକ ନେତା ପରାଜୟର କାରଣ ବି ରଖିଛନ୍ତି ନବୀନଙ୍କ ଆଗରେ । ନବୀନ ସଭିଙ୍କ ମନୋବଳ ବଢ଼ାଇ କହିଛନ୍ତି, ବ୍ୟସ୍ତ ହୁଅନି ।
ଆମେ ସବୁ ବେଳେ ବିଜେଡି ସହିତ ଅଛୁ
ReplyDelete