ରାଜଧାନୀରେ ବିଭତ୍ସ ହତ୍ୟା । ତମାଣ୍ଡୋ ଥାନା ଅଧୀନ ସିଭି ରମଣ କଲେଜ ପାଖରେ ଏଭଳି ହତ୍ୟାକାଣ୍ଡ ଘଟିଛି । ରାସ୍ତା କଡରୁ ଉଦ୍ଧାର ହୋଇଛି ଘର ମାଲିକଙ୍କ ରକ୍ତାକ୍ତ ମୃତଦେହ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନବିନ୍ ଆରମ୍ଭ କରିଛି ।
ସୂଚନା ଅନୁସାରେ ୩୫ ବର୍ଷୀୟ ଏହି ଯୁବକ ତାଙ୍କ ପାଖରେ ଜଣେ ଯୁବକଙ୍କୁ ଭଡାରେ ରଖିଥିଲେ ।

