Type Here to Get Search Results !

ଅଳକା ଆଗାମୀ ନିର୍ବାଚନ ଲଢ଼ିବେ ନା ନାହିଁ !

 



ଗତ ୨୦୨୪ ବିଧାନସଭା ନିର୍ବାଚନରେ ବିଜେଡ଼ି ଦଲ ତଥା ବ୍ରଜରାଜନଗର ର ପୂର୍ବତନ ବିଧାୟକଙ୍କ କିଶୋର ୰କୁମାର ମହାନ୍ତି ଙ୍କ ସ୍ତ୍ରୀ ଅଳକା ମହାନ୍ତି ଗତ ନିର୍ବାଚନ ସମୟରେ ପ୍ରତିଦ୍ବନ୍ଦିତା କରି ତୃତୀୟ ସ୍ଥାନ ଅଧିକାର କରିବେ ବୋଲି ଲୋକ ଜାଣି ସାରିଥିଲେ ବୋଲି କୁହାଯାଉଥିଲା । ବିଜେପି ପ୍ରାର୍ଥୀ ଶ୍ରୀ ପୂଜାରୀ ଙ୍କ ଠାରୁ ବ୍ରଜରାଜନଗର ଆସନରେ ଛବିଶ ହଜାର ରୁ ଉର୍ଦ୍ଧ୍ବ ଭୋଟ୍ ରେ ପରାଜିତ ହୋଇ ଦ୍ବିତୀୟ ସ୍ଥାନ ରେ ଅଟକିଯାଉଥିଲେ । ଆଗାମୀ ନିର୍ବାଚନ ରେ ତାଙ୍କର ସମର୍ଥକ ମାନଙ୍କ ସହିତ ରାଜନୈତିକ ଲଢ଼ିବେ ବେ ନାଁ , ତାଙ୍କର ପୁତ୍ର ଏଥି ପାଇଁ ପୁଅ ପୁରୁଷୋତ୍ତମଙ୍କୁ ଦେଇପାରେ ବୋଲି ଆଗାମୀ ୨୦୨୯ ନିର୍ବାଚନ କୁ ଅପେକ୍ଷା ।

ଅଳକା ମହାନ୍ତି ଯଦିଓ ରାଜନୈତିକ ରୁ ଦୁରେଇ ନେବାକୁ କୌଣସି ଘୋଷଣା କରିନାହାଁନ୍ତି ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.