Type Here to Get Search Results !

ମହାରାଷ୍ଟ୍ର ର ସିରିଡ଼ିରେ ଗତ ୧୯ ତାରିଖ ସର୍ବ ଭାରତୀୟ କୁନ ବୁକାଟୋର ଚାମ୍ପିଅନସିପ୍ ଅନୁଷ୍ଠିତ ହୋଇଯାଇଛି



ଝାରସୁଗୁଡା :-

 ସର୍ବ ଭାରତୀୟ କୁନ ବୁକାଟୋର ଚାମ୍ପିଅନସିପ୍ ରେ ୩ ହଜାର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ଯେଉଁଥିରେ କୁନ ବୁକାଟୋର ଚାମ୍ପିୟନସିପ ଓଡିଶାର ୮ ଜଣିଆ ଟିମ ଓଡିଶା ପାଇଁ ଗୌରବ ଆଣିଛନ୍ତି। ଯେଉଁଥିରେ ଓଡିଶା ଟିମ ୬ ଗୋଟି ସ୍ଵର୍ଣ ପଦକ ଓ ୨ ଗୋଟି ରୌପ୍ୟ ମେଡାଲ ହାସଲ କରିଛନ୍ତି। ମାଷ୍ଟର ସିନିଅର କାଟାଗୋରିରେ ରୀଆଜତ ଖାନ ସ୍ଵର୍ଣ ପଦକ ହାସଲ କରିଥିବା ବେଳେ, ଜୁନିଅର କାଟାଗୋରି ରେ ଅବଦୁଲ ସୁଫିଆନ ଗୋଲଡ ମେଡାଲ ହାସଲ କରିଛନ୍ତି। ସେହିପରି ଅନ୍ୟ ମେଡାଲ ବିଜେତା ମାନେ ହେଲେ ପଲ୍ଲବୀ କିସାନ, କେକାସା ନିଶା, ବେଷ୍ଣବୀ ପଧାନ, ଅଦିତ ରାୟ, ସହଜାତ ଖାନ, ସଜଯାତ ଖାନ।

ଏହି ଖେଳାଳି ମାନଙ୍କର ବିଜୟରେ ସାରା ଝାରସୁଗୁଡା ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛି।ଝାରସୁଗୁଡା ଜିଲ୍ଲା ରୁ ସମୀର ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.