Type Here to Get Search Results !

ପଦ୍ମପୁର ଅଂଚଳ କଲେଜ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ଙ୍କ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ

 

 ପଦମପୁର:-

 ପଦମପୁର ଅଂଚଳ କଲେଜ ର ଅଧ୍ୟାପକ ନବ ମିଶ୍ର , ପ୍ରମୋଦ ପାଣିଗ୍ରାହୀ  , ବିରଞ୍ଚି ସାହୁ,  ସନ୍ତୋଷ  ମିଶ୍ର, ପ୍ରମୋଦ ତ୍ରିପାଠୀ , ପୂର୍ଣ ଚନ୍ଦ୍ର ମିରୀ, ଡା: ସରୋଜ ନାଏକ, ଓମ ପ୍ରକାଶ ସତନାମି, ସମୀର ନାଗ, ପ୍ରଶାନ୍ତ ସିଦାର, ଦୟାନିଧି ବଗର୍ତୀ, ଓ ଅଧ୍ୟାପିକା ବୁନି ସାହୁ,  ଝୁନୁ ପରିଡା ଏବଂ କାନ୍ତୀ ଲାଳ ବୁଡେକ ,ଙ୍କ ତତ୍ତ୍ଵାବଧାନ ରେ କଲେଜ ଛାତ୍ରଛାତ୍ରୀ ଙ୍କୁ ନେଇ ଏକ ସମାଜିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ସମସ୍ତେ  ପ୍ଲା କାଡ ଧରି ସଚେତନ କରାଇବା ନିମନ୍ତେ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ପଦମପୁର ସହର ପରିକ୍ରମା କରି  ସୁସ୍ଥ ସମାଜ ସୁସ୍ଥ ପରିବେଶ ଦିଗରେ ଆଗେଇବା ପାଇଁ ଜନସାଧାରଣଙ୍କୁ ବାର୍ତା ଦେଇ ଛାତ୍ର ଛାତ୍ରୀ ମାନେ ପଦମପୁର ଉପ ଜିଲ୍ଲାପାଳ କାର୍ଯ୍ୟଳୟ ରେ ଏକତ୍ରିତ ହେବା, ସହିତ ଝାଡୁ ଡଷ୍ଟବିନ ଧରି ଅଲିଆ ଆବର୍ଜନା ସଫା କରି ସ୍ୱଛ ପରିବେଶ ପାଇଁ ସଚେତନ ହେବା ର ମାର୍ଗ ଦର୍ଶନ କରିବା  ଅଂଚଳ କଲେଜ ର ଏହି ଅଭିନବ ପ୍ରୟାସ କୁ ଅଂଚଳ ବାସୀ ଓ ବୁଦ୍ଧିଜୀବୀ ମହଲରେ ସ୍ବାଗତ, ଧନ୍ଯବାଦ ଦିଆଯାଇଛି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.