ଗଞ୍ଜାମ : -
ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡ଼ା ଗ୍ରାମରେ ଲିଟ ପୁରୋହିତ ଓ ଶିବ ଗୌଡ଼କୁ ହତ୍ୟା କରି ପୋଡ଼ିଦେଇଛନ୍ତି ଅପରାଧୀମାନେ । ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଚିଂହ୍ନଟ କରିଛନ୍ତି। ଅନ୍ୟପକ୍ଷରେ ଘଟଣା ସ୍ଥଳେ ଚିକିଟି ଏଡିପିଓ ଓ ଦିଗପହଣ୍ଡି ଆଇଆଇସି ଓ ଏବଂ ତାଙ୍କ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।ଘଟଣା ର କାରଣ ଏ ପର୍ଯ୍ୟନ୍ତ ଜଣା ପଡିନାହିଁ। ତେବେ ପୂର୍ବ ଶତ୍ରୁତା ଯୋଗୁଁ ଏଭଳି ଅମାନବୀୟ ହତ୍ୟା ହୋଇପାରେ ବୋଲି ଅନୁମାନ କରାଯାଉଛି। ତଦନ୍ତ ପରେ କାରଣ ଜଣାପଡ଼ିବ ବୋଲି ପୋଲିସ ପ୍ରକାଶ କରିଛି। ଗଞ୍ଜାମ ରୁ ଆଶିଷ ରାଓ ଙ୍କ ରିପୋର୍ଟ

