ଅନୁଗୁଳ :-
ଅନଗୁଳ ଜିଲ୍ଲା ପକ୍ଷରୁ ଜିଲ୍ଲାସ୍ତରୀୟ ସ୍ଥାନୀୟ ବୁଦ୍ଧିଠାକୁରାଣୀ ମନ୍ଦିର ପରିସରରେ ସଫେଇ କାର୍ଯ୍ୟକ୍ରମ କରାଯାଇ ଥିଲା। ଉକ୍ତ କାର୍ଯ୍ୟକ୍ରମ ଅନଗୁଳ ଜିଲ୍ଲା ସାରା ଗତ 02.10.22 ଠାରୁ ଚାଲିଛି। ଆସନ୍ତା 20.10.22 ପର୍ଯ୍ୟନ୍ତ ଜିଲ୍ଲାର ସବୁ ଅଂଚଳରେ ଚାଲିବ ବୋଲି ସତ୍ୟସାଇ ସଂଗଠନର ଜିଲ୍ଲା କନଭେନେର ଶ୍ରୀ ଦୁର୍ଗା ପ୍ରଶ୍ନ ରଥକ ପକ୍ଷରୁ ସୂଚନା ମିଳିଛିି। ଉକ୍ତ ସଫେଇ କାର୍ଯ୍ୟକ୍ରମରେ ପାଖା ପାଖି 100 ଜଣ ସାଇବକ୍ତ ଉପସ୍ଥିତ ରହି ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ଅନୁଗୋଳ ଜିଲ୍ଲା ତାଳଚେେରରୁ ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ

