Type Here to Get Search Results !

ସୁକତେଲ ନଦୀରୁ ବାହାରିଲା ଶିବଲିଙ୍ଗ

 


ବଲାଙ୍ଗିର :-

ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଚନ୍ଦନଭାଟି ଗାଁ ପାଖ ଦେଇ ବୋହି ଯାଉଥିବା ସୁକତେଲ ନଦୀରୁ ଶିବଲିଙ୍ଗ ବାହାରିଥିବା ଜଣାପଡିଛି । ସୂଚନା ଅନୁସାରେ ଗାଁର ଛୋଟ ଛୋଟ ପିଲାମାନେ ସୁକତେଲ ନଦୀରେ ଗାଧୋଉଥିବା ସମୟରେ ଦୁଇଟି ବଡ ବଡ ଶିବଲିଙ୍ଗ ପାଇଥିଲେ । ଶିବଲିଙ୍ଗ ଗୁଡିକ ମୁଗୁନି ପଥରରେ ତିଆରି ହୋଇଥିବା ଜଣାପଡିଛି । ତେବେ ଉକ୍ତ ଶିବଲିଙ୍ଗକୁ ଗାଁ ଲୋକେ ପୂଜାର୍ଚ୍ଚନା କରିବା ଆରମ୍ଭ କରିଦେଇଛନ୍ତି ।ବେସ ଉତ୍ସl ହ ର ସହ ଶିବ ପୂଜl ପାଉଛନ୍ତି ଏହି କଥା ଟି ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି l ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ l

Post a Comment

0 Comments
* Please Don't Spam Here. All the Comments are Reviewed by Admin.