Type Here to Get Search Results !

ପଦ୍ମପୁରରେ ବହୁଜନ ସମାଜ ପାର୍ଟି ବୈଠକ


ପଦ୍ମପୁର :-

ପଦ୍ମପୁର ସ୍ଥିତ ଦିଲ୍ଲୀପ କଲ୍ଯାଣ ମଣ୍ଡପ ପରିସରରେ ବହୁଜନ ସମାଜ ପାର୍ଟିର ଏକ ବୈଠକ ଜିଲ୍ଲା ପ୍ରଭାରୀ ଟଙ୍କଧର କଣ୍ଟା ଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା । ବହୁଜନ ସମାଜ ପାର୍ଟିର ବରଗଡ ଜିଲ୍ଲା ସଭାପତି ଜୟରାମ ବାଗ ମୁଖ୍ୟବକ୍ତା ଭାବେ ଯୋଗଦାନ ସଭାରେ ପୁନା ପେକ୍ଟ ଧିକ୍କାର ଦିବସ ପାଳନ ବିଷୟରେ ବକ୍ତବ୍ଯ ପ୍ରଦାନ କରିଥିଲେ । ଏହି ସଭାରେ ଭଟଲି ବିଧାନସଭା ପ୍ରଭାରୀ,ବରଗଡ ଜିଲ୍ଲାର ବହୁଜନ ସମାଜ ପାର୍ଟିର ସଂପାଦକ ପଞ୍ଚା ମହାନନ୍ଦ,ପଦ୍ମପୁର ବିଧାନସଭା ସଂଯୋଜକ ଚନ୍ଦ୍ରମଣିଙ୍କ ସମେତ ଅଞ୍ଚଳର ଆମ୍ବେଦକର କର ପ୍ରେମୀ ତଥା ବହୁଜନ ସମାଜ ପାର୍ଟିର କର୍ମକର୍ତ୍ତା ମାନେ ଯୋଗ କରି ସଭାକୁ ସାଫଲ୍ଯ ମଣ୍ତିତ କରିଥିଲେ । ଶେଷରେ ଚନ୍ଦ୍ରମଣି ତାଣ୍ତି ଧନ୍ୟବାଦ ଅର୍ପଣ କରିଥିଲେ । 

ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.