Type Here to Get Search Results !

ଶୌଚାଳୟ ଟାଙ୍କି ରୁ ମହିଳାଙ୍କ ଗଳୀତ ଶବ ଉଦ୍ଧାର

 


ନିମାପଡା :-

ପୁରୀ ଜିଲ୍ଲା ନିମାପଡା ବ୍ଲକ୍ ଅନ୍ତର୍ଗତ ଗରପଦା ଗ୍ରାମ ନିକଟରେ ଅବସ୍ଥିତ ତାରେଣୀ ମନ୍ଦିର ସମ୍ମୁଖରେ ଥିବା ଜାଭିୟର ସ୍କୁଲ୍ ଶୌଚାଳୟ ର ଅର୍ଦ୍ଧ ଟାଙ୍କି ରେ ଏକ ଅଜଣା ମହିଳା ର ଶବ ଉଦ୍ଧାର କରାଯାଇଛି । ହରିଶ୍ ପୁର ହାଟଛକ ଖେଲାର ବଜାର ମହାବାହୁ ପୂଜା କମିଟିର ଗଣେଶପୂଜା ଭସାଣୀ ଯାଉଥିବା ସମୟର କିଛି ଲୋକ ଗଳିତ ମହିଳା ଙ୍କ ମୃତ ଦେହ କୁ ଦେଖି ଥିଲେ । ଅଜଣା ମହିଳାଙ୍କ ଶବ ଟି ଦୀର୍ଘଦିନ ଧରି ପାଣି ରେ ବୁଡି ରହି ଦୁର୍ଗନ୍ଧ ବାହାରୁ ଥିବା ସହ ପୋକ ମାଛି ପଡ଼ି ଶବ ଟି ସଢ଼ି ପଚି ଯାଇଥିଲା । କିପରି ତାଙ୍କର ମୃତ୍ୟୁ ଘଟିଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଏବଂ ଖବର ପାଇ ନିମାପଡା ପୋଲିସ୍ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଶବ ଟିକୁ ଜବତ କରିଛି। 

ପୁରୀ ଜିଲ୍ଲା ରୁ ସ୍ବପ୍ନା ମଲ୍ଲିକ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.