ବଲାଙ୍ଗିର :-
ବିଚାର ପ୍ରକ୍ରିୟା କୁ ସରଳୀକରଣ କରିବା ତଥା ଲୋକମାନକୁ ସୁବିଧା ରେ ନ୍ୟାୟ ପ୍ରଦାନ ର ଲକ୍ଷ୍ୟ ନେଇ ଏକ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି । ଆଜି ବଲାଙ୍ଗିର ସିଭିଲ କୋର୍ଟ ପରିସରରେ ଆରମ୍ଭ ହେବାକୁ ଯାଉଛି ଏକ ଭିନ୍ନ୍ ଧାରଣ ର ନ୍ୟାୟପ୍ରଦାନକାରୀ ସଂସ୍ଥା ପେପର୍ ଲେସ୍ କୋର୍ଟ । ଏହି କୋର୍ଟ କୁ ବଲାଙ୍ଗିର ଜିଲ୍ଲା ଦୌରା ଜଜ ଲଲାଟେନ୍ଦୁ ଜେନା ଫିତା କାଟି ଉଦଘାଟନ କରିଥିଲେ । ଏହି ନୂତନ କୋର୍ଟ ସାଧାରଣ ଲୋକଙ୍କୁ ସୁବିଧାରେ ଓ କମ୍ ସମୟ ମଧ୍ୟରେ ନ୍ୟାୟ ପ୍ରଦାନ କରିବାରେ ସହାୟକ ହୋଇ ପାରିବ ବୋଲି ଜିଲ୍ଲା ଦୌରା ଜଜ ଶ୍ରୀ ଲଲାଟେନ୍ଦୁ ଜେନା ଆଶା ବ୍ୟକ୍ତ କରିଛନ୍ତି । ଏହି ଉଦଘାଟନୀ ଉତ୍ସବରେ ବଲାଙ୍ଗିର ଜିଲ୍ଲା ଓକିଲ ସଂଘ ର ସଭାପତି ଅମରେଶ ତ୍ରିପାଠୀ, ସମ୍ପାଦକ ଅଧିକାରୀ ଦାନ୍ତ ଙ୍କ ସମେତ ବଲାଙ୍ଗିର ସିଭିଲ କୋର୍ଟ ସମସ୍ତ ବିଚାର ପତି ଆନନ୍ଦ ନାରାୟଣ ମହାରଣା vigalance judge,ବେଣୁଧର ପାତ୍ର ଫ୍ୟାମିଲି ଜଜ, ପ୍ରଶାନ୍ତ କୁମାର ନାୟକ PO CAO ଜଜ, ମନୋଜ ମହାନ୍ତି,SDJM ଜଜ, ର ସମସ୍ତ ବିଚାରପତି କୋର୍ଟ ର ସମସ୍ତ ଷ୍ଟାଫ୍ ଓ ସୁବ୍ରତ ମିଶ୍ର ମାନେ ଉପସ୍ଥିତ ଥିଲେ । ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍