Type Here to Get Search Results !

ହିଲୁଙ୍ଗ ସେବା ସମବାୟ ସମିତି ରେ ଗାଈ ଚରାଳି ରୁ ସଭାପତି ଶ୍ରୀଯୁକ୍ତ ଯୁଗିନ୍ଦ୍ର ମିଦ୍ଧା

 

ସୁବର୍ଣ୍ଣପୁର :-

ଚଳିତ ବର୍ଷ ଗତ ୧୩/୭/୨୦୨୨ ରେ ସେବା ସମବାୟ ସମିତି ଲି ର ସଭାପତି ପଦବୀରେ ନିର୍ବାଚିତ ହୋଇଥିଲେ । ତାଙ୍କ ସହିତ ଅନନ୍ତ ନାରାୟଣ ପୁରୋହିତ ପ୍ରତିଦ୍ବନ୍ଦ୍ବିତା କରିଥିଲେ । ଶ୍ରୀଯୁକ୍ତ ଯୋଗିନ୍ଦ୍ର ମିର୍ଦ୍ଧା ଆଠଟି ଭୋଟ ରେ ବିଜୟୀ ହୋଇଥିଲେ ।ସେ ଜଣେ ଆଦିବାସୀ ସଂପ୍ରଦାୟ ର ମାଟିବୁହି ,ଗାଈ ଚରାଇ ପରିବାର ପ୍ରରିପୋଷଣ କରୁଥିଲେ। ଲୋକଙ୍କ ସେବା କରିବାର ସୁଯୋଗ ପାଇଥିଲେ ମୃଷୁଣ୍ଢି ପଞ୍ଚାୟତ ର ସେବା ସମବାୟ ସମିତି ରେ ସଭାପତି ଦାୟିତ୍ୱ ବିଗତ ୧୫ ବର୍ଷ ପରେ ସଭାପତି କାର୍ଯ୍ୟ ନିର୍ବାହ କରିଥିଲେ ଏବଂ ତା ପରେ ଏବେ ଲଗାତାର ଦୁଇ ଥରପାଇଁ ହିଲୁଙ୍ଗ ସେବା ସମବାୟ ସମିତି ଲି ର ସଭାପତି ପଦ ବି ରେ ନିର୍ବାଚିତ ହୋଇଛନ୍ତି । ଚାଷିମାନଙ୍କ ସହ ସୁଖ ସମ୍ପର୍କ ରଖିଥିବାରୁ ପ୍ରମାଣ ଦେଖାଇ ଦେଇଛନ୍ତି ଶ୍ରୀଯୁକ୍ତ ଯୋଗିନ୍ଦ୍ର ମିର୍ଦ୍ଧା ସଭାପତି । ଚାଷିମାନଙ୍କୁ ଠିକ ସମୟରେ ଚାଷ ଉପକରଣ ଯୋଗାଇ ଦେଉଥିବା ରୁ ଚାଷିମାନେ ଆଜି ତାଙ୍କୁ ଦ୍ଵିତୀୟ ଥର ପାଇଁ ସଭାପତି ଦାୟିତ୍ୱ ରେ ନିର୍ବାଚିତ କରିଛନ୍ତିି ।

ସୁବର୍ଣ୍ଣପୁର ରୁ ସୁରେଶ କଲତା ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.