Type Here to Get Search Results !

ଝାରବନ୍ଧ ସାମ୍ବାଦିକ ଙ୍କ ମାଁ ଦ୍ରୌପଦୀ ଦାସ ଙ୍କ ଏକାଦଶାହ ରେ ଶ୍ରଦ୍ଧାଞ୍ଜଳି ସଭା

 

ବରଗଡ଼/ଝାରବନ୍ଧ :- 

ଝାରବନ୍ଧ ବ୍ଲକ ଅନ୍ତର୍ଗତ ଲଉଡି ଦର୍ହ୍ ନିବାସୀ ତଥା ସାମ୍ବାଦିକ ମନୋହର ଦାସ ଙ୍କ ମାତା ଦ୍ରୌପଦୀ ଦାସ ଙ୍କ ଏକା ଦଶାହ ରେ ତାଙ୍କ ବାସ ଭବନ ରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ସଭା ରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ , ମଦନ ମୋହନ ପଟେଲ, ଯୁବ ସାମ୍ବାଦିକ ନୀରୋଜ ପାଣି,ରାଜେନ୍ଦ୍ର ସେଠ୍ ଙ୍କ ସହ ପଦ୍ମପୁର, ପାଇକମାଳ, ଝାରବନ୍ଧ ଅଞ୍ଚଳ ର ଶତାଧିକ ମାନ୍ୟ ଗଣ୍ୟ ବ୍ୟକ୍ତି, ତାଙ୍କ ଆତ୍ମୀୟ ସ୍ୱଜନ, ବନ୍ଧୁବର୍ଗ ଓ ସାମ୍ବାଦିକ ଗଣ ଉପସ୍ଥିତ ରହି ଶ୍ରୀମତୀ ଦାସ ଙ୍କ ଆତ୍ମା ର ସଦଗତି ପାଇଁ ପ୍ରାର୍ଥନା କରିବା ସହ ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ । ଝାରବନ୍ଧ ରୁ ଫକୀର ରଣା ଙ୍କ ରିପୋର୍ଟ୍

Post a Comment

0 Comments
* Please Don't Spam Here. All the Comments are Reviewed by Admin.