ବଲାଙ୍ଗିର :-
ବଲାଙ୍ଗିର ଜିଲା ର ଦେଓଗାଁ ବ୍ଲକ ର ଧଣ୍ଡାମାଲ ପ୍ରାଥମିକ କୃଷି ସେବାସମବାୟ ସମିତି ର ମଣ୍ଟୁ ଖମାରି ସଭାପତି ଭାବେ ନିର୍ଦ୍ୱନ୍ଦ ରେ ନିର୍ବାଚିତ ହୋଇଛନ୍ତି। ଏ ନେଇ ସେ ସମସ୍ତ କୃଷକ ବନ୍ଧୁଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ସମସ୍ତଙ୍କ ଉନ୍ନତି ସକାଶେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଶ୍ରୀ ଖମାରୀ ଏହା ପୂର୍ବରୁ ଦେଓଗାଁ ବ୍ଲକ୍ ଚେୟାରମ୍ୟାନ ରୂପେ ନିର୍ବାଚିତ ହୋଇଛନ୍ତି। ବଲାଙ୍ଗିର ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ

