Type Here to Get Search Results !

ଧାମନଗର ସାମ୍ବାଦିକ ସଂଘ ପକ୍ଷରୁ ନୂତନ ଥାନା ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା


ଧାମନଗର :- 

ଭଦ୍ରକ ଜିଲ୍ଲା ଧାମନଗର ଥାନାରେ ନୂତନ ଥାନା ଅଧିକାରୀ ଭାବେ ଶ୍ରୀଯୁକ୍ତ ବନମାଳୀ ବାରିକ ଦାଇତ୍ଵ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଧାମନଗର ସାମ୍ବାଦିକ ସଂଘ ପକ୍ଷରୁ ସଭାପତି ବିରେନ୍ଦ୍ର ଜେନାଙ୍କ ନେତୃତୁରେହେମନ୍ତ ଖିଲାର, ଶିଶିର କୁମାର ସ୍ଵାଇଁ, ସୀତାକାନ୍ତ ବିଶ୍ଵାଳ, ପ୍ରଶାନ୍ତ କୁମାର ସାହୁ, କାହ୍ନୁ ଚରଣ ଜେନା, ଦୀନବନ୍ଧୁ ଦାସ, ଦୀନକୃଷ୍ଣ ମହାପାତ୍ର,ସୁରେଶ ଦାସ ପ୍ରମୁଖ ସଦସ୍ୟ ମାନେ ପୁଷ୍ପ ଗୁଛ ଓ ଉତ୍ତରୀୟ ଦେଇ ନୂତନ ଥାନା ଅଧିକାରୀ ଶ୍ରୀଯୁକ୍ତ ବନମାଳୀ ବାରିକଙ୍କୁ ସ୍ବାଗତ କରିଥିଲେ। ଧାମନଗର ଏକ ଭାଇ ଚାରା ସହର ଓ ସମ୍ବେଦିନଶିଳ ସହର କୁ କିପରି ସ୍ୱଚ୍ଛ,ନିର୍ମଳ ଓ ଶାନ୍ତି ର ବାତାବରଣ ସହର ରୂପେ ଗଢ଼ି ହେବ ଓ ଭାଇଚାରା ଏମିତି ସବୁଦିନ ପାଇଁ ବଜୟୀ ରହିବ ସେଥି ପାଇଁ ସାମ୍ବାଦିକ ମାନଙ୍କର ସହଯୋଗ ରେ ସମସ୍ତ ପଦକ୍ଷେପ ଗ୍ରହଣ କରବେ ବୋଲି ଶ୍ରୀଯୁକ୍ତ ବାରିକ ପ୍ରକାଶ କରିଥିଲେ। ଧାମନଗର ରୁ କାହ୍ନୁ ଚରଣ ଜେନା ଙ୍କ ରିପୋର୍ଟ



Post a Comment

0 Comments
* Please Don't Spam Here. All the Comments are Reviewed by Admin.