Type Here to Get Search Results !

ପଦ୍ମପୁର ସାହୁପଡା ଗୋପାଳଜୀ ମନ୍ଦିର ଠାରେ ପବିତ୍ର ରଥ ଯାତ୍ରା ଉତ୍ସବ -୨୦୨୨ ପାଳିତ


ପଦ୍ମପୁର :-

ପଦ୍ମପୁର ସାହୁପଡା (ଗୋପଳଜୀ ମନ୍ଦିର)ମାଉସୀ ମନ୍ଦିର ପ୍ରାଙ୍ଗଣରେ ତା -୦୧/୦୭/୨୦୨୨ ରୁ ତା -୦୮/୦୭/୨୦୨୨ ରିଖ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଉକ୍ତ କାର୍ଯ୍ୟ କ୍ରମରେ ପ୍ରତ୍ୟେକ ଦିନ ସନ୍ଧ୍ୟା ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ଯଥା ପ୍ରବଚନ, ବୈଠକି କୀର୍ତ୍ତନ,ଭଜନ ସମାରୋହ ,ପାଲା, ଇତ୍ୟାଦି ପରିବେଷଣ ହେଉଛି ।ଦେଖିବା ପାଇଁ ପ୍ରବଳ ଜନ ସମାଗମ ହେଉଛି ।ସମସ୍ତ କଳାକାର ମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଛି ।ଉକ୍ତ କାର୍ଯ୍ୟକ୍ରମ ଗୁଡ଼ିକ ମନ୍ଦିର ର କର୍ମକର୍ତ୍ତା ମାନେ ମହୀପାଳ ସାହୁ, ହରିଚନ୍ଦନ ସାହୁ , ଶମ୍ଭୁ ସାହୁ ,ପ୍ରଳୟ ସାହୁ,ସୁମିତ ସାହୁ ରାଜେନ୍ଦ୍ର ସାହୁ,ବିଜୟ ଦାନି,ଲବନିଧର ସାହୁ,ଙ୍କ ପ୍ରତ୍ୟକ୍ଷ ତତ୍ୱା ବଧାନରେ ସୁରୁ ଖୁରୁରେ ପରିଚାଳିତ ହେଉଛି। ଏହା ଦେଖିବାକୁ ଦର୍ଶକ ମାନଙ୍କ ପ୍ରବଳ ଜନସମାଗମ ହେଉଛି।

ପଦ୍ମପୁର ରୁ ନରହରୀ ବଗର୍ତ୍ତୀ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.