ନବରଙ୍ଗପୁର :-
ଶୁକ୍ର ବାର ଦିନ 11ଘ:ଠାରୁ ମଧ୍ୟାନ 1ଘ: ପର୍ଯନ୍ତ 3ଘଟିଆ ଧାରଣା ଦେଇ ପ୍ରତିବାଦ ସଭା ଆୟୋଜନ କରା ଯାଇଥିଲା ଏଠାରେ ନେସେନାଲ୍ ହେରାଲଡ ମାମଲାରେ କଂଗ୍ରେସ ନେତ୍ରୀ ସୋନିଆଗାନ୍ଧୀ ଙ୍କୁ ଇଡିର ବାରମ୍ବାର ଜେରା କରିବା ପ୍ରତିବାଦରେ ସାରା ଦେଶରେ କଂଗ୍ରେସ ପ୍ରତିବାଦ କରୁଥିବା ବେଳେ ନଂବରଙ୍ଗପୁର ଜିଲ୍ଲା କଂଗ୍ରେସ ତରଫରୁ ମଧ୍ୟ ନଂବରଙ୍ଗପୁର ଜିଲ୍ଲା ର ଉପ ଜିଲ୍ଲା ପାଳ କର୍ଯ୍ୟଳୟସମୁଖରେ, ପ୍ରତିବାଦ ସୂରୂପ ଧାରଣା ଓ ବିକ୍ଷପ ପ୍ରଦର୍ଶନ କରାଯାଇଛି ।ଏଥିରେ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଶ୍ରୀ ଯୁକ୍ତ ମୁନା ତ୍ରିପାଠୀ, ପୂର୍ବତନ ବିଧାୟକ ସଦନ ନାୟକ, ଭୂଜବଳମାଝୀ ସମେତ ପ୍ରାୟ ଶହେରୁ ଉର୍ଦ୍ଧ ଜିଲ୍ଲା କଂଗ୍ରେସ କମିଟିର ସଦସ୍ୟ ଜଗଦେଇଥିଲେ କେନ୍ଦ୍ରର ପିଜେପି ସରକାରଙ୍କର ଆକ୍ରୋଶ ମୂଳକ ଭାବେ ନିଜ ଦୋଷ ଦୁର୍ବଳ ତାକୁ ଲୁଚାଇବା ଓ କଂଗ୍ରେସ ଦଳକୁ ଦୁର୍ବଳ କରିବା ପାଇଁ ଏଭଳି ବ୍ୟବହାରର କରିବା ଅଭିଯୋଗ କରିଛନ୍ତି କଂଗ୍ରେସ କର୍ମୀ ।ଉମରକୋଟରୁ ରାଜୁ ସରକାର ଙ୍କ ରିପୋର୍ଟ

