ପଦ୍ମପୁର :-
ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି।ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ର ଶିକ୍ଷାବର୍ଷ ୨୦୨୧-୨୨ ମାଟ୍ରିକ ପରୀକ୍ଷା ରେ ଶତପ୍ରତିଶତ ସଫଳତା ଲାଭ କରିଛି ।୧୦୬ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ A1-୧୭ଜଣ,A2 -୭୨ଜଣ , B1- ୧୫ ଜଣ,B2 -୧ ଜଣ, C -୧ ଜଣ ପାଇଁ ଶିଶୁ ମନ୍ଦିର କୁ ଗୌରବାନ୍ୱତ କରିଛନ୍ତି।A1 ରେ ରୁଦ୍ରନାରାୟଣ ଦାଶ - ୯୭.୧୬ %, ଜ୍ୟୋତିମୟୀ ସାହୁ -୯୭%, ସନ୍ଦିପ୍ତାମୟୀ ଦାଶ-୯୫.୧୬%, ଅସମିତ ଆଶୁତୋଷ କୁଦେଇ -୯୩.୫% ପାଇ ଥିବାରୁ ତଥା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଶିଶୁ ମନ୍ଦିର ତରଫରୁ ଶୁଭେଚ୍ଛା ସହିତ ଏହି ଶ୍ରେୟ ସମସ୍ତ ଗୁରୁଜୀ,ଗୁରୁମା ଓ ଅଭିଭାବକ ମାନଙ୍କ ର ଅଟେ ।
ପଦ୍ମପୁର ରୁ ନରହରୀ ବଗର୍ତ୍ତୀ ଙ୍କ ରିପୋର୍ଟ

