ବଲାଙ୍ଗିର :-
ବଲାଙ୍ଗିର ଜିଲ୍ଲା ମୂରିବ।ହାଳ ଥାନା ଅନ୍ତର୍ଗତ ମୂରିବ।ହାଳ ଟିଟିଲାଗଡ ରାସ୍ତା ର ମୂରିବ।ହାଳ ଯମୁନା ଗ୍ରାମ ମଝିରେ ରାସ୍ତା ପାର୍ଶ୍ବ ରେ ଥିବା ଲିମ୍ବ ଗଛ ରେ ପିଟି ବାଇକ୍ ଚାଳକ ଙ୍କ ମୃତ୍ୟୁ ହୋଇଥିବା ଜଣାଯାଏ। ମିଳିଥିବା ସୂଚନା ଅନୁସାରେ ଏକ ବୁଲେଟ ଗାଡ଼ିରେ ଯାହାର ନମ୍ୱର୍ ଓ ଡି ୩୧ ଜେ ୯୫୮୮ ରେ ଚନ।ବହାଲ୍ ଗ୍ରାମର ରୀଙ୍କୁ ପାତ୍ର ଓ ବଳିଖମ।ର୍ ଗ୍ରାମ ର ଯ୍ୟୋ ତିି ଖେତି କୌଣସି କାମ ରେ ମୂରିବାହ। ଲ ପଟରୁ ଟିଟିଲାଗଡ ରାସ୍ତା ରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବ ରେ ଥିବା ଲିମ ଗଛରେ ପିଟି ହେବା ଫଳରେ ଚନବ।ହାଲ୍ ଗ୍ରାମ ର ରିଙ୍କୁ ପାତ୍ରଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା ଏବଂ ତାଙ୍କ ସହିତ ଗାଡ଼ି ରେ ଥିବା ଯୌତି କ୍ଷେତି ଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।ଖବର ପାଇ ମୁ ରିବାହାଲ ଅଗ୍ନିଶମ ବିଭାଗ ର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନା କୁ ଆଣିଥି ଲେ। ଡାକ୍ତରଖାନା ରେ ପ୍ରାଥମିକ ଚିକିତ୍ସା ପରେ ଖେତୀ ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ ସ୍ଥାନ ନ୍ତରିତ କରାଯାଇଥିବା ବେଳେ ବାଇକ ଚାଳକ ରିଙ୍କୁ ଙ୍କୁ ଶବ ବ୍ୟବିଛେଦ ପାଇଁ କଣ୍ଟାବାଞ୍ଜି ଡାକ୍ତର ଖାନ। କୁ ପଠାଇ ଥିବା ଜଣାଯାଏ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍

