- ଏନ୍ଆଇଆର୍ଏଫ୍ ରାଙ୍କିଙ୍ଗ: ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାର ୨୦ତମ ସ୍ଥାନରେ କିଟ୍।ଗତବର୍ଷ କିଟ୍ ଏହି ତାଲିକାର ୨୧ତମ ସ୍ଥାନରେ ଥିଲା।
- ବଲାଙ୍ଗିର: ଟ୍ୟାଙ୍କରକୁ ଧକ୍କା ଦେଇ ଓଲଟିଲା ବସ, ୨୯ ଆହତ।
- ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦୪୩ ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩୫ ଆକ୍ରାନ୍ତ ।
- କିଟ୍ ଓ କିସ୍ ପରିସରରେ ଚେସ୍ ଅଲିମ୍ପିଆଡ୍ ଟର୍ଚ୍ଚ ରିଲେକୁ ଭବ୍ୟ ସ୍ୱାଗତ, ୭୫ବର୍ଷ ପୂର୍ତ୍ତି ଅବସରରେ ରିଲେ ୭୫ଟି ପ୍ରମୁଖ ସହର ପରିକ୍ରମା କରିବ।
- ରାଜ୍ୟରେ ଆଜି ବି ପ୍ରବଳ ବର୍ଷା ସମ୍ଭାବନା, ରବିବାରଠୁ କମିବ।
- NIRF ର୍ୟାଙ୍କିଂ-୨୦୨୨: ବିଶ୍ୱବିଦ୍ୟାଳୟ ପ୍ରଥମ ର୍ୟାଙ୍କରେ IISC ବେଙ୍ଗାଳୁରୁ।ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜ ଲିଷ୍ଟରେ ରହିଛି IIT ମାଡ୍ରାସ ।
- ବିଜ୍ଞାନକୁ ଲୋକପ୍ରିୟ କରିବାକୁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଭୁବନେଶ୍ୱରରେରେ ପ୍ରତିଷ୍ଠା ହେବ ସାଇନ୍ସ ସିଟି।
- ନୂଆପଡ଼ା:ଲଖିନା ଥାନା ସମରସିଂ ଗାଁ ନିକଟରେ ଭାଲୁ ଆକ୍ରମଣରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର।
- ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପୁଣି ପରୀକ୍ଷା ବାତିଲ: ଲିକ୍ ହେଲା ୩ ଫିଜିକ୍ସ ଅନର୍ସ ପ୍ରଶ୍ନପତ୍ର।
- ରାଉରକେଲା ସାଇବର ପୋଲିସ ହାତରେ ଧରାପଡ଼ିଲେ ଅନଲାଇନ୍ ଠକ ଗ୍ୟାଙ୍ଗ: ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କ ଠାରୁ ଲୁଟିଥିଲେ ୧୫ ଲକ୍ଷ ୫୬ ହଜାର ଟଙ୍କା।
- ଏନଆଇଆରଏଫ ପକ୍ଷରୁ ୨୦୨୨ ବର୍ଷ ପାଇଁ ଦେଶର ଶ୍ରେଷ୍ଠ ମେଡିକାଲ କଲେଜ ମାନ୍ୟତା, ଏମ୍ସ ଭୁବନେଶ୍ୱରକୁ ମିଳିଲା ୨୬ତମ ସ୍ଥାନ।
- ଶିକ୍ଷା କ୍ଷେତ୍ରରେ ଓଡିଶାର ଅଗ୍ରଗତି ଜାତୀୟ ହାରଠାରୁ ଯଥେଷ୍ଟ ଅଧିକ : ଗଣଶିକ୍ଷା ମନ୍ତ୍ରୀ
- ଛତିଶଗଡ଼ରେ ଲଗାଣ ବର୍ଷା,କଲମା ଖୋଲିଲା ୩୦ ଫାଟକ,ଫୁଲିଲାଣି ହୀରାକୁଦ;୬୦୫ ଛୁଇଁଲେ ଖୋଲିବ ଗେଟ୍।
- ଉତ୍ତର ପ୍ରଦେଶ ସରକାରଙ୍କ ବଡ଼ ନିଷ୍ପତ୍ତି; ସ୍ୱାଧୀନତା ଦିବସରେ ବନ୍ଦ ରହିବନି ଶିକ୍ଷାନୁଷ୍ଠାନ-କାର୍ଯ୍ୟାଳୟ।
- ଚର୍ଚ୍ଚାରେ ଲଳିତ ମୋଦୀ ସୁସ୍ମିତା ସେନ ପ୍ରେମ କାହାଣୀ। ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଲଳିତ।
- ବର୍ଷା ବିତ୍ପାତ ; ମହାରାଷ୍ଟ୍ରରେ ୯୯ ମୃତ,ଗୁଜରାଟର ଅନେକ ସ୍ଥାନରେ ରେଡ ଆଲର୍ଟ ଜାରି।
- ଇସ୍ରାଏଲର ଦ୍ୱିତୀୟ ସବୁଠାରୁ ବଡ଼ ପୋର୍ଟ ହାଇଫା ପୋର୍ଟର ଟେଣ୍ଡର ଜିତିଲା ଆଦାନୀ ଗ୍ରୁପ୍; ୩୨ ବର୍ଷ ପାଇଁ ପୋର୍ଟ ଅପରେଟ କରିବ କମ୍ପାନୀ।
ଆଜିର ପ୍ରମୁଖ ଖବର ସଂକ୍ଷେପରେ
July 16, 2022
0

